ଘରେ ପଶି ନାବାଳିକାକୁ ଦୁଷ୍କର୍ମ କରିଥିଲା : ଅଭିଯୁକ୍ତ ବିବାହିତ ଯୁବକ ଗିରଫ

ବାରିପଦା: ମୟୁରଭଞ୍ଜ ବାରିପଦା ସହରରେ ଜଣେ ନାବାଳିକାଙ୍କୁ ଗର୍ଭବତୀ କରି ଜଣେ ବିବାହିତ ଯୁବକ ଗିରଫ ହେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ପୁଲିସର ସୂଚନା ଅନୁଯାୟୀ ୧୬ ବର୍ଷୀୟା ଏହି ନାବାଳିକାଙ୍କ ଘରେ କେହି ନଥିବା ବେଳେ ଅଭିଯୁକ୍ତ ସୁଶାନ୍ତ ବେହେରା(୩୩) ତାଙ୍କ ଘରେ ପଶି ଦୁଷ୍କର୍ମ କରିଥିଲା ଓ ଧମକ ଚମକ ଦେଇ ପରବର୍ତ୍ତି ସମୟରେ ଅନେକ ଥର ଏଭଳି କୁକର୍ମ କରିଥିଲା। ୩ ଦିନ ପୂର୍ବେ … Continue reading ଘରେ ପଶି ନାବାଳିକାକୁ ଦୁଷ୍କର୍ମ କରିଥିଲା : ଅଭିଯୁକ୍ତ ବିବାହିତ ଯୁବକ ଗିରଫ